STORYMIRROR

ସୁଧାଂଶୁ ଶେଖର ଜେନା

Romance Others

4  

ସୁଧାଂଶୁ ଶେଖର ଜେନା

Romance Others

ତୁମ କାନର ଝୁମୁକା

ତୁମ କାନର ଝୁମୁକା

1 min
398

ଶୀତ ସକାଳ

କୁହୁଡ଼ିର ବେଳ।।


ତୁମ କାନର ଝୁମୁକା ଦେଖି 

ମନ ହୋଇଯାଇଥିଲା ଚଳଚଞ୍ଚଳ।।


ଛୁକୁ ଛୁକୁ ସେଇ ରେଳ ଇଞ୍ଜିନ ର ଶଦ୍ଦ

ଶାନ୍ତ କରି ରଖିଥିଲା ମୋ ମନ ର ଆବେଗ।।


ଝରକା ପାଖେ ଯେବେ ଆସେ ମଳୟ ପବନ

ଅଶାନ୍ତ କରିଦିଏ ଏ କାଳ୍ପନିକ କବିର ମନ।।


ବୁଲି ଦେଖେ ଯେବେ ସେ ଆଖ ପାଖକୁ

ଦେଖିବା କୁ ପାଏ ତା କାନର ଝୁମୁକାକୁ।।


ଅଥୟ ମନକୁ ବୁଝେଇ ପାରୁନି

ତୁମ କାନର ଝୁମୁକା

ରାଣ ଦେଇ ସହି ବି ପାରୁନି।।


କଳ୍ପନାରେ ହେଉ ଅବା ବାସ୍ତବତାରେ 

ତୁମ କାନର ଝୁମୁକା ଦେଖିବାକୁ ଚାହେଁ

ସେ ସବୁ ପରିସ୍ଥିତିରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance