STORYMIRROR

ସୁଧାଂଶୁ ଶେଖର ଜେନା

Classics Others

4  

ସୁଧାଂଶୁ ଶେଖର ଜେନା

Classics Others

ଅସପୂର୍ଣ୍ଣ

ଅସପୂର୍ଣ୍ଣ

1 min
355

ଅସପୂର୍ଣ୍ଣ ଶବ୍ଦକୁ,

ସପୂର୍ଣ୍ଣ କେମିତି ବା କରିବି!

ତୁମ ପାଖେ କିଛି ଶବ୍ଦ,

ନୀରବରେ ନେଇକି ପାରିବି!


ସପୂର୍ଣ୍ଣତାର କିଛି ଅଂଶ,

ଦୁହେଁ ଆଣିକି ପାରିବା।

ଅସପୂର୍ଣ୍ଣତାକୁ ପୂର୍ଣ୍ଣ କରିବା ପାଇଁ

ଦୁହେଁ ଦୁହିଁଙ୍କ ହାତ ଧରିକି ନେବା।


କାଳ୍ପନିକ ଶବ୍ଦକୁ,

କେମିତି ବା ମୁଁ ଲେଖୁଛି।

ଅସପୂର୍ଣ୍ଣତା ପାହାଚରେ,

ସପୂର୍ଣ୍ଣତା ମୁଁ ଖୋଜୁଛି।


ସମୟର ମୂଲ୍ୟ,

ମୁଁ ସେହି ଦିନ ବୁଝିବି।

ଅସପୂର୍ଣ୍ଣତା ସପୂର୍ଣ୍ଣତା,

ପୂର୍ଣ୍ଣ ଯେବେ କରିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics