STORYMIRROR

ସୁଧାଂଶୁ ଶେଖର ଜେନା

Abstract Others

3  

ସୁଧାଂଶୁ ଶେଖର ଜେନା

Abstract Others

କବିତା ଭଳି

କବିତା ଭଳି

1 min
166

କବିତା ନାଁ ରେ,

କବିତା ଲେଖିବି।

କଲମ ମୁଁ ପାଉ ନାହିଁ!


କଇଁ କଇଁ ଶବ୍ଦ,

କର୍ଣ୍ଣ ରେ ବାଜିଲା।

କବିତା ର ନାଁ ନେଇ!


କୋମଳ କଣ୍ଠରେ,

କବିତା କହୁଛି!

କାଳ୍ପନିକ କବି,

କଳ୍ପନା ବାହାରୁ ଆସ।


କୁଜଙ୍ଗ କୁ ଯାଇ,

କୁଞ୍ଜବନେ ଥାଇ।

କୁଚନ୍ଦନ ରେ

କୁଟିଳ ଲିପି ଶିଖ।


କଲମ ମୁନ ରୁ,

କାଳୀ ଆସୁନାହିଁ!

କଲମ କୁ,

କାହିଁ ଦେଉଅଛ ଦୋଷ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract