STORYMIRROR

ସୁଧାଂଶୁ ଶେଖର ଜେନା

Romance Others

3  

ସୁଧାଂଶୁ ଶେଖର ଜେନା

Romance Others

ପ୍ରେମିକା ଗଳିର ଚା'

ପ୍ରେମିକା ଗଳିର ଚା'

1 min
158

ଋତୁ ଆସି ଋତୁ ବଦଳିଲା,

ପ୍ରେମିକା ଗଳିର ଚା'

ସେମିତି ମହ ମହ ବାସୁଥିଲା।


ପ୍ରେମିକା ଗଳିର ଚା'

ଲାଗେନା ଯେତିକି ମିଠା,

ଅଭିମାନୀ ପ୍ରେମିକାର,

କଥା ସବୁ ଲାଗେ ସେତିକି ମିଠା।


ସକାଳର ସେଇ ପହିଲି ସୂରୁଜ,

ପ୍ରେମିକା ଗଳିର ଚା' ସହ

ଜମିଥାଏ ଅନେକ ମଉଜ।


ଅଭିମାନୀ ପ୍ରିୟା ସହ,

ଯେବେ ହୁଅ ମୋର କଟି,

ପ୍ରେମିକା ଗଳିର ଚା'ସହ

ମୋର ହେଇଥାଏ ଦୋସ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance