STORYMIRROR

ସୁଧାଂଶୁ ଶେଖର ଜେନା

Abstract Classics Thriller

4  

ସୁଧାଂଶୁ ଶେଖର ଜେନା

Abstract Classics Thriller

ଅସହାୟ

ଅସହାୟ

1 min
346

କଲମ ମୁନ ଯେବେ ଅଟକି ଯାଏ

ଖୋଜୁଥାଏ ମୁଁ ଗୋଟିଏ ସାଥି,

ସେଇ ସାଥିର ଅକୁହା କଥାକୁ

ଲେଖିବା ପାଇଁ ବିତିଯାଏ ଦିନରାତି।


ଅସହାୟ ହୋଇ ଥକି ଯାଏ ଯେବେ

ବେସାହାରା ହୋଇ ଘୂରି ବୁଲୁଥାଏ ତେବେ,

ଅଚିନ୍ତା ମନରେ ଅନେକ ଭାବନା

ପ୍ରତି ଭାବନାରେ ତୁମେ କାହିଁ ଆସନା।


ଭାବନା ରାଇଜେ ହଜି ଯାଇଥାଏ

ଖୋଜି ପାଏ ନା ମୁଁ ପଥ,

ତୁମ ଭାବନା ଯେବେ ଆଖି ଆଗେ ଆସେ

ସରଳ ହୁଏ ମୋ ଜୀବନ ପଥ।


ନା ମୁଁ କବି ନା ମୁଁ ଲେଖକ

ଲେଖିଥାଏ ମୋ ମନ କଥା,

ସବୁ ପଢ଼ି ତୁମେ ବାଃ ବାଃ କର

ସେଥିର ଭରି ଯାଏ ମନର ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract