STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ତୁ ଚାଲି ଯା ...

ତୁ ଚାଲି ଯା ...

1 min
185

ତୁ ଚାଲି ଯା...

ତୋ ଦୁନିଆ ତୋ ଘରକୁ 

ଶାନ୍ତିର ପ୍ରବେଶପଥ ଖୋଲି 

ଚେତନା ରୂପକ ସଂକୃତି ଆଡକୁ


ଯାହା ହଜେଇ ଦେଉଛୁ ଅଦିନେ

ସେ ସଂକୃତି ହିଁ ତତେ ଶାନ୍ତି ଦେବ

ମାଟି ଦେବ ତୋ ମୃତ୍ୟୁ ଶରୀରେ


ତୁ ପରଦେଶୀଠୁ ମାର୍ଗ ଖୋଜିବା ଛାଡି

ଚାଲି ଯା ଧର୍ମ ମାର୍ଗରେ ଥରେ

ପୁଣି ଫେରିଲେ ବୁଝି ପାରିବୁ ଯେ

ତୋ ସଂକୃତିର ଓଜନ କେତେ 

ସ୍ବଦେଶ ଚରିତ୍ରର ମୂଲ୍ୟ କେତେ


ଏ ମାଟି ବିଦେଶୀ ବେଶରେ ଲଜ୍ଜିତ

ସେ ଲଜ୍ୟା ଏଠି ଠିକ୍ ଉଲଗ୍ନ ମୂର୍ତ୍ତି ଟାଏ

ପୁଣି କଥା କୁହା ଶିକ୍ଷିତ ଯୌବନ

ତୁମ ସଂସ୍କାର ନିଶ୍ଚେ ଲଜ୍ଜା ଭରି ପାରିବ


ସଂପର୍କର ଦର ହିସାବେ ଫଳ ଶୂନ୍ୟ 

ଏ ଧରମ ମାଟି ସହୁଛି ଯାହା ଦରଦ 

ଚାହିଁବୁ ଯଦି ତୁ ରାହା ଦେଇ ପାରିବୁ

ହଁ..ତୁ, ଆଜି ଚାଲି ଯା


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract