STORYMIRROR

pawan Mohakul

Romance

3  

pawan Mohakul

Romance

ଟିକିଲି

ଟିକିଲି

1 min
278

ଭଲ ପାଉଥିଲି ଯେବେ ମୁଁ ତୁମକୁ

ଟିକିଲି ଥିଲା ତ ମଥାରେ


ତୁମ ମଥା ଆଜି ପିନ୍ଧୁଛି ସିନ୍ଦୂର

ସମ୍ପର୍କର ନୂଆ ରୂପରେ


ପ୍ରେମର ଭାବନା ଅଲଗା ଅଲଗା 

ସିନ୍ଦୂର, ଟିକିଲି ଆଗରେ....



Rate this content
Log in

Similar oriya poem from Romance