STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ଠିକ ତୁମ ପରି

ଠିକ ତୁମ ପରି

1 min
124

ନୀଳ ଆକାଶର ଜହ୍ନକୁ ଦେଖିଲେ

ଖାଲି ମନେ ପଡେ ତୁମେ ତୁମେ

ମେଘର ଓଢଣୀ ତୁମ ମୁଣ୍ତରେ

ପାଦରେ ଘୁଙ୍ଗୁରୁର ଶଦ୍ଦ ଛମ ଛମ  

କଦମ୍ବର ବାସ୍ନା ତୁମ ଓଠରେ 

ତୁମ ଓଠର ହସ ଦେଖିଲେ

ନିଆଁ ଲାଗିଯାଏ ଏ ସହରେ

ମିଠା ମିଠା ଖୁସିର ନିଆଁ ସେ  

ତୁମେ ଥରେ ଛୁଇଁ ଦେଲେ

ମୋ ଦେହ ଥରିଯାଏ 

ଉଜୁଡା ମାଟିର ଫୁଲ ମାନେ

ଫୁଟି ଯାଆନ୍ତି ଆପେ ଆପେ 

ପ୍ରେମିକ ମାନେ ଜଳୁଥାନ୍ତି

କେଜାଣି କିହିଁକି ?

ତୁମ ପ୍ରତୀକ୍ଷାରେ ଠିକ ତୁମପରି  



Rate this content
Log in

Similar oriya poem from Romance