Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ତସ୍ମେ ଶ୍ରୀ ଗୁରବେ ନମଃ ।

ତସ୍ମେ ଶ୍ରୀ ଗୁରବେ ନମଃ ।

1 min
212


ଗୁରୁ ହିଁ ଯେ ଆଶା ଗୁରୁ ହିଁ ଭରସା

ଗୁରୁ ହିଁ କଲ୍ୟାଣ ମୟ

ବିଦ୍ୟା ଅଧ୍ୟୟନ କରନ୍ତି ସଭିଏଁ

ରଖି ତାଙ୍କ ପଦେ ଲୟ ।


ଦେଖାନ୍ତି ସେ ପଥ ସତ୍ୟେ ଅବିରତ

ଚଳ।ନ୍ତି ଶିଷ୍ୟ ଅନ୍ତର

ଜ୍ଞାନ ପରକାଶ ଅରପି ବିକାଶ

ପଥେ କରି ଅଗ୍ରସର ।


ସ।ଧନ୍ତି କଲ୍ୟାଣ ଧନ୍ୟ ତାଙ୍କ କାମ

ଆଲୋକ ଆହ୍ବାନ ଦିବ୍ୟ 

ଚେତନା ଜାଗ୍ରତ କର୍ତ୍ତା ଗୁରୁ ହିଁ ତ

ପ୍ରଣମନ୍ତି ତାଙ୍କୁ ଶିଷ୍ୟ ।


ଗୁରୁ ପୂଜା ପାଇଁ ଗୁରୁ ସେବି ଥାନ୍ତି

କରି ନାନା ମନ୍ତ୍ର ଗାନ

ଗୁରୁ ସ୍ତୁତି, ପୁଣ , ବନ୍ଦନା ଜଣାଣ

ତସ୍ମେ ଶ୍ରୀ ଗୁରବେ ନମଃ ।


Rate this content
Log in

Similar oriya poem from Abstract