STORYMIRROR

Tejaswini Sanal

Abstract

3  

Tejaswini Sanal

Abstract

ତରୁଣ

ତରୁଣ

1 min
168

କାହିଁକି କେଜାଣି ଏ ତରୁଣ ସୁଲଭ ପ୍ରାଣନିଗୁଢେ ଆଙ୍କୁଥାଏ ତୁମ ପ୍ରତିରୂପତୁମ କଥା ଭାଵି ଭାବି ସରୁନାହିଁ ଏ ଦିନ। 

ଜାଣେନା ଏ କି ପାଗଳାମି ମୋର ?ଖୋଜିଵୁଲେ ତୁମକୁ କାହିଁ ଏ ନୟନନିଘୋଡ ତନ୍ଦ୍ରାରେ ଅନ୍ଧାର ରାତ୍ରିରେରୂପସୀ ସାଜି ପାଖେ ଆସ ଚାଲିମୋ ମନ ଦରଜା ଡେଇଁ ।

ପିଆଇ ଦେଇ ପ୍ରଣୟ ମଦିରାକବଳିତ କରିନିଅ ମତେତୁମ ପ୍ରିତୀ ଛୁଆଁରେ ସଳଖି ଉଠେମୋର ଏଇ ନିସ୍ତେଜ ଶରୀରଅଲକ୍ଷ୍ୟରେ ତୁମେ ଯେ ନିଜଠୁ ...ହୋଇଯାଅ ଆହୁରି ନିଜର। 

କହି ଯାଅ ଥରେ ଗୋ ପ୍ରିୟା ଏ ସତେ ଭାଵନା ମୋର... ନା ଏଇ ତରୁଣ ବୟସର ଦୋଷ ?ସାଜି ତୁମେ ଅଭିସାର ଆସିଲ ଜୀଵନେ ମୋରଭୁଲିଵାକୁ ଚାହିଁଲେ ଵେଶି ଭାଳି ହୁଏ ତୁମକୁ ମନ। 

ଜାଣେନା ଏ କେଉଁ ଚପଳାମି ଦୋଷ ମୋର ନା ମୋ ଅବୁଝା ବୟସର...? ମଧୁଯାମିନୀ କାହିଁ ଝୁରେ କୁହପ୍ରଶ୍ନଵାଚୀ ସାଜି ତୁମକୁ ଖୋଜୁଛି କିଏ ଗୋ ତୁମେ ସେହି ମୃଗନୟନୀ।

ଫୁଲର ମହକେ ମହକି ଉଠୁଛିତୁମ ସେ ଅଜଣା ପ୍ରତିଛଵି ଆଖି ମୋର ଖୋଜୁଛିମନ ମୋ ପାଗଳ ସାଜିଛି...ନିଜକୁ ନିଜେ ଦିଏ ଉତ୍ତର ମନ ମୋର ଚୋରି ହୋଇଛି। 

ଆନମନା ମତେ କରିକାହିଁକି ଗଲ ତୁମେ ମୁହଁ ଫେରାଇକି ଦିନ କି ରାତି ତୁମକୁ ଝୁରି ହୁଅଇଆସ ଗୋ ପ୍ରିୟା ଥରେ ପାଖେ ମୋର ଯାଅ ଵସିସଵୁ ସୁଖ ପାଇଯିଵି ଥରେ ଦେଲେ ତୁମେ ହସି। 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ

Similar oriya poem from Abstract