STORYMIRROR

Tejaswini Sanal

Inspirational Others

3  

Tejaswini Sanal

Inspirational Others

ନାରୀ

ନାରୀ

1 min
230


ନାରୀର ଅନ୍ୟନାମ ମା

ଦେଵତାର ମନ୍ଦିର 

ଛାତିତଳେ ତା'ର ଅମୃତର ଲହରୀ

ଅମୃତ ରଖିଥାଏ ଆବୋରି

ତା ପଣତରେ ଵନ୍ଧା ଛୋଟ ଦୁନିଆଟି ।


ନାରୀର ଅନ୍ୟ ନାମ ଶ୍ରନ୍ଧା 

ଜଣାଉଥାଏ ସଭିଙ୍କୁ ଶୁଭକାମନା 

ହସି ହସାଇ ଜିଣୁଥାଏ ମନ

ମମତାରେ ଵାନ୍ଧେ ଜୀବନ 

ଅଜାଡିଦିଏ ସୁଖ ସପନ। 


ନାରୀର ଅନ୍ୟନାମ ସତ୍ୟସୁନ୍ଦର

ଗାଳିଦିଏ ନୂତନ ସୁନ୍ଦର 

ନାହିଁ ତାର କଳନା

ବାଟରେ ପଥ କଢାଇ କରେ

ଦେଇଥାଏ ସୁଖକାମନା ।


ନାରୀର ଅନ୍ୟନାମ ପ୍ରଶାନ୍ତ କୋମଳ

ଫୁଲ ପରି ସେ ଭାରି ସୁକୁମାର 

ଦୁଃଖରେ ଯାଏ ସିନା ଭାଙ୍ଗି 

ହେଲେ ମନକୁ ଦୃଢ କରି

ଆଗକୁ ଯାଏ ଵହି ହସିହସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ

Similar oriya poem from Inspirational