STORYMIRROR

Tejaswini Sanal

Romance Others

4  

Tejaswini Sanal

Romance Others

ପ୍ରିୟତମା

ପ୍ରିୟତମା

1 min
173


ତୁମେ ମୋ ମନର ଗୋପନ ଇଲାକାରେ 

ପଶି ଆସିଲ ଧାଇଁ 

ଅଜାଣତେ ସତେ କି ସଖୀରୁ

ପ୍ରିୟତମା ସାଜିଗଲି ମୁହିଁ। 


ପ୍ରେମିକା ସାଜିଲି 

ପ୍ରେମରେ ଫୁଟିଲା କଇଁ 

ଜାଣେନି କେମିତି ହେଲି ନିଜର

ତୁମ ପାଖେ ଅଟକିଲା ମୋ ନଜର। 

ପ୍ରିୟତମା ସଜାଇ ରଖିଲୁ ନଜର ବନ୍ଦୀ କରି

ତୁମେ ଭିତରେ ଗଢିଲି ସ୍ବପ୍ନର ପ୍ରାଚୀର 

ଅନ୍ଧାର ଵି ଲାଗୁଥିଲା 

ତୋଫା ଜହ୍ନର ଆଲୋକ ସମ । 


ପ୍ରେମରେ ଜାଳିଲ ...

ମନର ସରହଦେ ଘର ତୋଳିଲ....

ପ୍ରିୟତମା ମୁହିଁ ତୁମର ହୋଇଲି ଆପଣାର

ସାରାଦିନ ତୁମକୁ ଖୋଜିଵୁଲେ ଏ ଅଵୁଝା ମନ।


Rate this content
Log in

Similar oriya poem from Romance