STORYMIRROR

Tejaswini Sanal

Abstract

3  

Tejaswini Sanal

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
234


ଆମ ପରମ୍ପରା ଆମର ସଂସ୍କୃତି 

 ସବୁଠୁ ନିଆରା କାର୍ତ୍ତିକ ପୂର୍ଣ୍ଣିମୀ 

ଅତୀତ ଗୌରବ ମନେ ପକାଇ

  ଵ୍ରତ କରନ୍ତି ନିଷ୍ଠାପର ହୋଇ ।


ଆଜିର ଦିନରେ ସାଧବ ପୁଅ 

    ଯାଉ ଥିଲେ ଦୂର ଦେଶେ 

ବାଣିଜ୍ୟ କରିଣ ଧନରତ୍ନ ମଣି ମାଣିକ ଭରି

  ଆସୁଥିଲେ ନିଜ ଦେଶେ ଲେଉଟି। 

   

ନୌବାଣିଜ୍ୟକୁ ମନେ ପକାଇ

 ଡଙ୍ଗା ଭସାନ୍ତି ହରଷ ହୋଇ 

ପାନଗୁଆ ସାଥେ ଧୂପ ଦୀପ ରଖି

 ସାଧବ ପୁଅର ସ୍ମୃତି ମନେ ଭାଳନ୍ତି ।

 

ପ୍ରାତଃ-ସ୍ନାନ କରିଣ ଵୃନ୍ଦାଵତୀ ପାଶେ

ସଭିଏଁ ହୋଇ ଏକାଠି ମୁରୁଜ କରନ୍ତି ଅଙ୍କନ        

ପଞ୍ଚୁକ ହବିଷ ଆହାର ନିରାମିଷ

 ଜୀବନ ହୁଏ ଉଲ୍ଲାସ ଝଙ୍କାର ।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ

Similar oriya poem from Abstract