STORYMIRROR

Tejaswini Sanal

Abstract

3  

Tejaswini Sanal

Abstract

ଶିଶୁ

ଶିଶୁ

1 min
194


ଶିଶୁଟିଏ ସେ ଶିଶୁଟିଏ 

 କୁନିକୁନି ତା ହାତେ

କରେ ଭଲ କାମ କେତେ

ଚାଲୁଥାଏ ପଥ କୁନିକୁନି ପାଦେ

ନ ହୋଇ ଅବଶ ଆଗକୁ ପଥ

           କାଢୁଥାଏ।


ଶିଶୁଟିଏ ସେ ଶିଶୁଟିଏ 

ଛୋଟ ଛୋଟ ଆଖି ଯୋଡିଏ

ଭଲ କଥା ଦେଖୁଥାଏ

ମନରେ ଭଲ କଥା ସଦା ଭାବୁ

           ଥାଏ

ହିଂସା ରାଗ ଯେ ନ ଆଣେ। 


ଶିଶୁଟିଏ ସେ ଭବିଷ୍ୟତର 

        ଆଧାର 

ଟିକି ଶରୀରେ ତା'ର ଶକ୍ତି

         ଅସୀମ

ହୁଏ ଦିନେ ଵଡ

ଭଲ କାମ କରି ରଖେ ଏ 

      ଦେଶର ନାମ ।


ଏ ମାଟିର ଶିଶୁ ଦିନେ

ଵଡ ହୋଇ ଦିନେସ୍ଵପ୍ନ ଆଙ୍କେ

ଭଲ ପାଠ ପଢି ମଥା ଉଚ୍ଚ 

           କରେ

ଭୂତ ଭବିଷ୍ୟ ରେ ତା ନାମ ରହି

              ଯାଏ।


ଆଜିର ଶିଶୁ କାଲିକୁ ଵଡ ହୋଇ

ସାଜେ ଗାନ୍ଧୀ ,ଗୋପବନ୍ଧୁ ପରି 

ପ୍ରତିଭା ଅନ୍ଵେଷାକୁ ଦ୍ଵିଗୁଣିତ

              କରି

ଲକ୍ଷ୍ୟସ୍ଥଳରେ ହୁଏ ଅଗ୍ରଗାମୀ 

ସଂସାରେ ଦିନେ ତା ଵାସ ଦିଏ 

           ଚହଟାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ

Similar oriya poem from Abstract