Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Children

3  

Bharatabandhu Biswal

Action Inspirational Children

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

1 min
5



ଯାଇପାର ଢଳି ସିନା ଆୟୂ ସୂର୍ଯ୍ଯ ଜ୍ଯୋତି ତୁମ ଜୀବନେ ମୋ ଦୀପ୍ତିମନ୍ତ ଚିରପ୍ରଭ ରହିବ ଉଦ୍ଦୀପ୍ତ

ସ୍ବର୍ଣ୍ଣାକ୍ଷରେ ଉତ୍କୀର୍ଣ୍ଣ ମୋ ହୃଦୟରେ ସମୁଜ୍ଜ୍ୱଳ ଥିବ ତୁମ ଗୁଣାଦର୍ଶ ହେବନାହିଁ ଅନ୍ଧକାର କେବେ ବି ସୂର୍ଯ୍ୟାସ୍ତ ।

ସତ୍ଯ ତୁମେ ଧର୍ମ ତୁମେ ପିତୃଦେବ ମୋ ଜୀବନ ମୂଳାଧାର

ତୁମେ ସ୍ବୟଂ ବ୍ରହ୍ମା ବିଷ୍ଣୁ ଅଟ ମହେଶ୍ବର 

ଶ୍ରୀପଦକମଳେ ତୁମ୍ଭ ଗତି ମୁକ୍ତି ତୀର୍ଥ ମୋର ଚାରିଧାମ 

ଦିଅ ପିତା ଶୁଭାଶିଷ ହୁଏ ସଦା ମୁଁ କର୍ମତତ୍ପର ।

       -



Rate this content
Log in

Similar oriya poem from Action