STORYMIRROR

Basanti Das

Inspirational Others Children

3  

Basanti Das

Inspirational Others Children

ସତ୍ୟଭାମା ପୁର ମାଟି

ସତ୍ୟଭାମା ପୁର ମାଟି

1 min
112

ସତ୍ୟଭାମା ପୁର ମାଟି

     ମଧୁବାବୁଙ୍କର ଷଠି

ଉତ୍କଳ ଗୌରବ ଉତ୍କଳ ମଣି

   ଓଡ଼ିଶାର ଥିଲେ ବିନ୍ଧାଣି

ଇଂରେଜୀ ଶାସନ ଶୁଣି

   ହୃଦୟ ହେଲା ଯେ ହାଣି

ସମାଜ ସଂସ୍କାର କରିବା ପାଇଁ

   ଜୀବନ ଉତ୍ସର୍ଗ କଲେ 

ରଖିଲେ ଓଡ଼ିଶାର ମାନ ଓ ମହତ

    ଜନେ ଦେଲେ ସେ ସ୍ଵାଧୀନତା ଚେତା

ନାରୀ ସଶକ୍ତକରଣ ଧର୍ମ ନିରପେକ୍ଷ

       ଥିଲେ ସେ ସମର୍ଥକ

 ଓଡ଼ିଆ ଜାତିର ଗର୍ବ ଗୌରବ

     ସ୍ଵାଭିମାନ ର ପ୍ରତୀକ

  ପ୍ରଥମେ ବିଲାତ ଯାତ୍ର

    ପ୍ରଥମେ ଓଡ଼ିଆ ମନ୍ତ୍ରୀ 

ପ୍ରଥମେ ଓକିଲ

   ଜାତିର ଇତିହାସ ଜନନୀ ର ଭକ୍ତି

ବଳିଷ୍ଠ ଲେଖି କବିତା

    କାଟିଲେ କେତେ ହେ ଫିତା

ଉତ୍କଳ ଟ୍ୟାନେରୀ କଟକରେ ତାରକଶି

କବି ରାଜନେତା 

   ସଂସ୍କାରକ ପୁଣି ସାମ୍ବାଦିକ

ଚିର ସ୍ମରଣୀୟ ମଧୁ ବାରିଷ୍ଟର

    କୁଳବୁଦ୍ଧ ବୋଲାଇଲେ ।


Rate this content
Log in

Similar oriya poem from Inspirational