STORYMIRROR

Basanti Das

Inspirational

4  

Basanti Das

Inspirational

କବିଙ୍କୁ ସମ୍ମାନ

କବିଙ୍କୁ ସମ୍ମାନ

1 min
31


ବିଶ୍ଵ ଦରବାରେ କବିଙ୍କୁ ସମ୍ମାନ

ମିଳୁଥିଲା ପରାପାଣ

ଯଦୁମଣି ଥିଲେ ରାଜକବିପରା

ଏକଥଟି ଅଟେ ପ୍ରମାଣ

ଅବୁଝା ରାଜାତ ବୁଝିନପାରିଲେ

ଯଦୁମଣି ଉପସ୍ଥିତ

କବିତା ପାଠରେ ବୁଝାଉଥିଲେ ସେ

ଏକଥା ଟିପରା ସତ

ଓଡ଼ିଶାର ଆଜି ଘଡି ସନ୍ଦି ବେଳ

କବି ବଢାଇଲେ ହାତ

କବିତା ଶୁଣିବ ସବୁ ବୁଝିଯିବ

ନପଢିବବିପତ୍ତିତ

ମାନପତ୍ର ଖଣ୍ଡେ ବଢାଇବମାନ

ଭାଷା ତବଞ୍ଚିବି ଆମ

ବିଶ୍ଵତ ଦେଖିବ ଏହି ସମାଗମ

ଏହି ଜଗନ୍ନାଥଧାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational