STORYMIRROR

Basanti Das

Others

3  

Basanti Das

Others

ଅବଦୁଲ କଲାମ

ଅବଦୁଲ କଲାମ

1 min
13

ଦ୍ଭାରତ ଭୂମୀରେ ଜନମ ଲଭିଲ

ପ୍ରଣାମ ଆମରି ଘେନ

ସାଲବେଗ ପରିକରି ଅଛକର୍ମ

ଧନ୍ୟ ହେତବ ଜୀବନ ।

ଗବେଷଣା କରିବି ତାଇଲ ଦିନ

ଅଣୁ ଆଉ ପରମାଣୁ

ତବ ଆବିଷ୍କାର ଦେଖିଣ ଚକିତ

ବିଶ୍ୱହେଉଅଛିଗୁଣି ।

ବିଜ୍ଞାନ ଜଗତେ ଶ୍ରେଷ୍ଠ ବୈଜ୍ଞାନିକ

ସବୁ ଠି ହୋଇଲା ଚର୍ଚ୍ଚ

ଶତ୍ରୁମାନେ ଶୁଣିସଫଳ ପରୀକ୍ଷା

ଦେଖି ହେଇଗଲେ ମୁର୍ଚ୍ଚ ।

ପୋଖର ନଠାରେ ପରୀକ୍ଷା ସଫଳ

ଜାଣିଲା ବିଶ୍ଵ ଜଗତ

ଅକ୍ଟ୍ବବର ମାସ ପନ୍ଦର ତାରିଖ

ଉଣେଇଶ ଏକତ୍ରି ରିଶ ।

ତାମିଲ ଲାଡ଼ୁର ରାମେଶ୍ଵର ଗ୍ରାମେ

ହୋଇଥିଲଭୂମୀଷ୍ଠ

ଅଳପ ଦିନରେ ଯୋଜନାକରିବଣ

ବିଶ୍ୱକୁ କରି ଲଟାଣ

କରି ଗବେଷଣା ହେଲବ୍ରହ୍ମଚାରି

ମାନବେରୂପେ ତୁମେ

ପରମାଣୁ ତୁମେ ଉଦ୍ଧଦ୍ଭାବନ କଲ

ସାଜିଲ ଅଣୁର ପିତା

ମାତ୍ଙ୍କ ଭୂମୀ ଶେବା କରି ପ୍ରତିକ୍ଷଣ

ପହ୍ମଭୂଷଣ ପହ୍ମବିଭୂଷଣ

ଭ।ରତର ତନ ତୁମ ରି

ଦ୍ଭାରତମାତା ଡାକେ ତୁମକୁ ହେ

ତୁମେ ଫେରିଆସ ଆସ

ଅମର ରହିବ ଭାରତ ଭୂମୀରେ

ଅବଜୁଲକଲାମ ହେ

ତୁମକୁ ସଲାମ କରନ୍ତି ସରବେ

ତୁମର ତ ଜନ୍ମତିଥିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍