Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Das

Inspirational

4  

Basanti Das

Inspirational

ଆମ ସରକାର

ଆମ ସରକାର

1 min
5



ଆମ ଶର କାର ହୋଇ ତରତର

ପଞ୍ଚାୟତ ଏବେ ଗଲେ

ପାଣି ନାଳ ସବୁ ପୋତିଦେଇ ସେହି

ବସଷ୍ଠାଣ୍ଡ ତକଲେ ।


ସମାଜର ପରା ଉପକାର ହେବ

ଅନ୍ନ ଗଣ୍ଡେନ ପାଇବେ

ଚାଉଳ ଯୋଗାଇସମାଜର ସେହି

ଭୋଟକୁ ଗଣି ନେବ ।


ଲକ୍ଷ୍ମୀ ନାମେ ବସ କରୁଛନ୍ତି ଯାନ

ଜନତା ବୁଲିଯିବେ

ଭିକ ମାଗିବାକୁ ଅନ୍ୟ ଦେଶପାଇଁ

ସେଦେଶେଭିକ ମାଗିବେ ।


ଭିକ ଯେଉଁ ଦେଶ ଦେବ ଓଡ଼ିଶାକୁ

ଭୋଟ ସେ ଦେଶ ନେବେ

ତୁମ ଯୋଯନଟାଯୋଯନାରେ ହୋଇ

ଓଡ଼ିଶା ଦୁଃଖପାଇବ ।


ଗୋଟା ଗୋଟା ଚକଜଳର ଅଭାବେ

କ୍ଷେତ ପଢିଆ ପଡିବ

ପଞ୍ଚାୟତ ଏବେ ଦୋକାନବଜାର

ଆଲୋକରେ ଜଳୁଥିବ ।


ଗ୍ରାମ ଛାଡିଦେଇ ଲୋକମାନେ ଯିବେ

ନିଜ ଜୀବନରଖିବେ

ସେଥିପ୍ରତି ତୁମେ ଦୃଷ୍ଠି ଦିଅବନ୍ଧୁ

ସମାଜେ ସୁଖ ପାଇବେ ।


Rate this content
Log in

Similar oriya poem from Inspirational