STORYMIRROR

Basanti Das

Inspirational

3  

Basanti Das

Inspirational

ଓଡିଆ ଭାଷା ବଢିଆ

ଓଡିଆ ଭାଷା ବଢିଆ

1 min
20


ମୁଁ ଓଡିଆ ଭାଷା ବଢିଆ

ତା ସଙ୍ଗେ ନ ହେବେ

ତା ସଙ୍ଗେ ନହେବେ ସରି

ମୋ ଭାଷ ସୁନ୍ଦର ଭାରି ମଧୁର

ମଧୁରେ ଯାଇଭରି

ଆରେ କୁନା ଭାଇ ବସି ପଢବା

ମଧୁ ବର୍ଣ୍ଣବୋଧ ନେଇ

ଆକାରରକାର ଭରିତଯାଇଛି

ସେହିପରାସୁଦ୍ଧ ବହି

ହାରିବାନି କେବେ ପରୀକ୍ଷାରେ ଆମେ

ଆମେ ଦେଶେ ଥିବା ରହି

ଆଇ ଏ ସେହେବା ଦେଶସେବାକରି

ଅନ୍ୟ ଦେଶେ ଯିବା ନାହିଁ

ନିଜ ମାତୃଭୂମୀ ଦାନା ଖାଇ ଆମେ

ନିଜ ଦେଶ ଥିବା ରହି

ଓଡ଼ିଆ କହିବା ଇଂରାଜୀ ଛାଡିବା

ଶରକାର ପାଖେ କରି ଅଳି

ବ୍ୟଙ୍କ କଚେରି ଓଡ଼ିଆରେଭରି

ଭାଷାକୁ ଦେବାନି ବଳି

ବନ୍ଦେ ଉତ୍କଳ ଜନନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational