STORYMIRROR

Basanti Das

Others

4  

Basanti Das

Others

ଦେଶସେବକ ସୁବାଷ ଦାଦା

ଦେଶସେବକ ସୁବାଷ ଦାଦା

1 min
7


ସୁବାଷ ଦାଦାଙ୍କ ବୀର କାହାଣୀ

ଭାରତ ହୋଉଛି ଗୁଣି

ପିତା ତ ଜାନକୀ ମାତା ପ୍ରଭାବତୀ

ଓ ଡି ଆବଜାରେ ଘର

ରକ୍ତବଦଳରେ ରକ୍ତ ମାଗୁଥିଲେ

ନଥିଲା କାହାକୁ ଡର

ସଂଗ୍ରାମ କରିଲେ ସ୍ୱାଧିନତା ପାଇଁ

ବନ୍ଦି ହେଲେ ବାରବାର

ଦେଶର ସେବକମାଟିର ରକ୍ଷକ

ଭାରତର ଟେକ ରଖି

ଇଂରେଜ କବଳୁରକ୍ଷାକରିଥିଲେ

ସ୍ୱର୍ଣ୍ଣ ଅକ୍ଷରେ ଗଲେ ଲେଖି

କର୍ମ ରହିଗଲା ଅଲିଭା ଅକ୍ଷରେ

ଦାଉଦାଉ ହୋଇ ଦିଶିଲା

ଆଜି ଜନ୍ମଦିନ ପାଳନ କରୁଛୁ

ଓଡିଶାର ଦୁଃଖ ନଗଲା

ଏଭାରତ ମାଅପେକ୍ଷା କରିଛି

ଫେରିଆସ ଆସ ତୁମେ 

କୋଟି ଜନତାଙ୍କ ପ୍ରଣାମ ଘେନ ହେ

କରଯୋଡି ଡାକୁ ଆମେ

ବନ୍ଦେ ଉତ୍କଳଜନନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍