STORYMIRROR

Basanti Das

Inspirational

4  

Basanti Das

Inspirational

ଫକୀର ମୋହନ

ଫକୀର ମୋହନ

1 min
20


ବାଲେଶ୍ଵର ଜନ୍ମ ଫକିରି ମୋହନ

ଧନ୍ୟ ପରା ସେହି ମାଟି

ଓଡ଼ିଶାର ସେହି ଦ୍ଭାଷାର ରକ୍ଷାକ

ହୃଦରେ ନଥିଲା କପଟଟି

ଇଂରେଜ କବଳୁନକରି ସେ ସଂଗ୍ରାମ

ଖାଇଣ ତାଙ୍କଠୁ ଛାଟ

ଅନ ସନକଲେ କଷ୍ଠତସହିଲେ

ଜାଣିପାରି ତାଙ୍କ କୁଟ

ଚିର ସ୍ମରଣୀୟ ଓଡିଶା ମାଟିର-

ଦ୍ଭାଷାର ଟେକିଲେ ମଥା

ଚନ୍ଦ୍ରସୂର୍ଯ୍ୟ ଯେତେଦିନ ଉଇଁଥିବ

ଗାଉଥିବା ତାଙ୍କ ଗାଥା

ଧନ୍ୟତାଙ୍କ ମାତା ଧନ୍ୟତାଙ୍କ ପିତା

ଧନ୍ୟବାଲେଶ୍ଵର ମାଟି

ଦେଇଥିଲେ ଶିକ୍ଷାଦେଶପ୍ରେମ ହିତେ

ଖାଅ ତୁ ମେନିଜେ କୁଟି

କାଟି ଖାଇ କୁ ଟିପିନ୍ଧିବ ଯେବେ

ଦେଶ ତାର ବିକାସତେବେ 

ଧର୍ମ ଦୀପଜାଳି ନକରିଣକଳି

ବିତାଅ ଜୀବନ ଭବେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational