STORYMIRROR

Basanti Das

Inspirational

4  

Basanti Das

Inspirational

ଭାଷା

ଭାଷା

1 min
15


ଭାଷାର ସଙ୍କଟ ପଢିଲାଣିଭାଈ

ବେଳ ହୁଁ ସଜାଗ ହୁଅ

ଚଉଦ ମସିହା ଶୁଭଦିନ କଥା

ଏକଥା ହୃଦ କୁନିଅ

ମାନପତ୍ର ପାଇଁ ନ ହୋଇ ବ୍ୟ କୁଳ

ଶବ୍ଦ ଉଚ୍ଚାରଣ କୁହ

ଦେବଭୂମୀ ଏହି ଭାରତଭୂମୀରେ

ଯାତନାକୁ ତୁମେ ସହ

ପୁରାଣ ଶାସ୍ତ୍ରକୁ ବିବେଚନା କରି

ଅମୃତର ମାତୃଭାଷାରତୁ ଆପଣାର କରି

ପୁରେ ପୁରେ ବୁଲି କୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational