STORYMIRROR

Basanti Das

Classics

3  

Basanti Das

Classics

ଶୀତରାଣୀ

ଶୀତରାଣୀ

1 min
9

ଶିର୍ଷକ ଶୀତ ଆମ ମିତ

ଶୀତ ମାଉସୀ ଶୀତ ମାଉସୀ

ଆସେ ତହସି ହସି

ସଜାଇ ମୁଁ ହିଁ ରଖି ବସିଛି

ଗାଈ ଗୋବରଘସି

ପଲ ମେକୁନା ଅଗ୍ନିଲଗାଇ

ହେଉଛି ବହୁ ଖୁସି

ସାଙ୍ଗମାନଙ୍କୁ ତାକିଲା ସେହି

ଚାରିପାଖେ ଯିବା ବସି

ପୁଇଁବା ନିଆଁ ନ ହୁଅ ଛାନିଆ

ଶୀତକୁ ଡର ନାହିଁ

ସିଏ ତ ଆସେ ପ୍ରତିବର୍ଷ

ଆମ ପାଖକୁ ଧାଇଁ

ସିଏ ତ ଆମ ସାଙ୍ଗରେ ସାଙ୍ଗ

ସିଏତ ଆମ ମିତ

ତାହା ସାଙ୍ଗରେ ସାଙ୍ଗ ହୁଏନ୍ତି

ଏକ ଥାଅଟେ ସତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics