STORYMIRROR

Basanti Das

Others

3  

Basanti Das

Others

ଶ୍ରୀର୍ଷକ ତ୍ରୀରଙ୍ଗା

ଶ୍ରୀର୍ଷକ ତ୍ରୀରଙ୍ଗା

1 min
3


କେନ୍ଦ୍ରାପଡ଼ା ନସଡିପୁର

ଚ।ନ୍ଦ ଦେଶେ ତ୍ରୀରଙ୍ଗା ଉଡେ

ଦ୍ଭାରତଦ୍ଭାଗ୍ୟବାନ

ଧନ୍ୟ ଶୁଶିଲ ଗୋଧନ୍ୟ ମାତା ପିତା

ଧନ୍ୟ ତୁମେ ବୌଜ୍ଞ।ନୀ

ଦେଶ ବିଦେଶ ରେ ତୁମରି ଗୁଣ ଯେ

କରନ୍ତି ସର୍ବେ ଗାନ୍

ଚନ୍ଦ୍ରଯାନରତ ଯୋଯନା ତୁମେ

କରିଲ ବାରବାର

ତୃତୀୟ ଥର ତବିଜୟ ଲାଭ

କଲେ ପରମେଶ୍ଵର

ଗାଁ ଚାଟଶାଳିରେ ପାଠପଢ଼ା ପରା

ପୁଅଟିଓଡିଆ ଘର

ଓଡିଶା କରେ ଗର୍ବିତ ଯେ ଆଜି

କରନ୍ତି ଜୟ ଜୟ କାର

ବି ଜୟ ଟିକାତ ପିନ୍ଦା ଅ ତୁମେ

ବନ୍ଦାଣ ଥାଳିଟି ଧର ।


Rate this content
Log in