STORYMIRROR

Basanti Das

Inspirational

4  

Basanti Das

Inspirational

ସୁରେନ୍ଦ୍ର ମହାନ୍ତି

ସୁରେନ୍ଦ୍ର ମହାନ୍ତି

1 min
18


ଜଗସିଂହପୁର ଜିଲାରେ ଜନମ

ହେଇଥିଲେ ସୁରେନ୍ଦ୍ର,

ଉଣାଇସି‍ ବାଇଶି ଓଡିଶା ଉଠିଲା ହସି,

କବିତା ଲେଖିଲେ କବିତ ସାଜିଲେ,

ସାମ୍ବାଦିକ ତୁମେ ହେଲ,

ଗାନ୍ଧୀଙ୍କ ସ୍ଵାଧୀନ ଡାକରାରେ ତୁମେ,

ଆସି ତ ସାମିଲି ହେଲ,

ଜନତା ପ୍ରେସ ଓ ଛାପାଖାନା କରି,

ଛପାଇଲ ଖବର,

ଫିରିଙ୍ଗିସିପାଇ ଏହା ଯାଣିପାରି,

ଦ୍ଭାଙ୍ଗିଦେଲେ ସେହି ଘର,

ହିଁସାରେ ସେ ଜଳି କରି ସୌନ୍ୟ ମେଳି,

ବନ୍ଦି କଲେ ସେହି ଆସି,

ନିର୍ଯାତନା ଦେଲେ ନେଇ ସେ ତୁମକୁ,

ସହିଗଲ ହସି ହସି,

ସେହି ସମୟରେ ବିଜୁବାବୁ ପରା, 

ମୁଖ୍ୟମନ୍ତ୍ରୀ ହେଇଥିଲେ,

କଳିଙ୍ଗ ପତ୍ରୀକା ସମ୍ପାଦନା କାର୍ଯ୍ୟ,

ତୁମକୁ ସେ ସମର୍ପିଲେ,

କବିତ ସାଜିଲ ନାଟକ ଲେଖିଲ,

ଲଣ୍ଠନ ଆଲୁଅ ଜାଳି,

ନିଳାଦ୍ରି ବିଜୟ ନିଳଶୈଳର,

 ତୁମକୁ ନ ଯିବେ ବଳି,

ବାଣୀ ଭଣ୍ଡାରକୁ କରିଛ ସମୃଦ୍ଧି,

ଦେଶ ପ୍ରେମେ ଦୀପ ଜାଳି,

ମିଷ୍ଠ ଦ୍ଭାସି ପୁଣି ଜନତାସେବକ,

ବୁଲି ସେବା କଲ ଗଳି ଗଳି,

ପାରଳା ରାଜାଙ୍କ ସମୟରେ ଦେଶ,

ହୋଇଲା ପରାସ୍ଵାଧିନ,

ବିଧାୟକ ହୋଇ ବିଜୁବାବୁ ପାଇଁ,

କଲ ଓଡିଶାକୁ ଶାସନ,

ବିଜୁବାବୁ ପାଈଂ ଓଡିଶା ଗର୍ବିତ,

ତୁମେ ତ ତାଙ୍କରି ପାଇଁ,

ପାରାଦୀପ ଶୁଭ ଦେଇ ବିଜୁବାବୁ,

ତଙ୍କୁତ ଖୋଜୁଛି ଓଡ଼ିଶା ଭୂଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational