ସ୍ଥାପନା ଦିବସ
ସ୍ଥାପନା ଦିବସ
ଗୌରବର ଗାଥା ଲେଖି ଦେଲା ବିଶ୍ବେ
ଧର୍ମଗାମୀ ହୋଇ ଦେଶ
ନିସ୍ବାର୍ଥ ସେବାର ଜ ନ କ ଲ୍ୟା ଣ କୁ
*କରେଟି* ଆଦର ବିଶ୍ବ !!
ଗୌରବର ଗାଥା...........
ସ ବୁ ଠା ରୁ ବଡ଼ ଦଳ ଟି *ହୋଇଲା*
ବିଜେପି ବିଶ୍ବର ମଧ୍ୟେ
ପୌରାଣିକ ପ୍ରୀତି ଦେଶେ ଆଣିଦେଲା
ମନ୍ତ୍ର *ସମଭାବ* ସାଧ୍ୟେ !!
ଗୌରବର ଗାଥା............
ବିଶାଳ ମନ୍ଦିର ପ୍ରଭୁ ରାମ ଙ୍କ ର
ବନୁଅଛି ଅଯୋଧ୍ୟାରେ
*ରାମରାଜ୍ୟ* ସ୍ବପ୍ନ ସାକାର ହେଲାଟି
ବିଜେପିର ଶାସନରେ !!
ଗୌରବର ଗାଥା............
ଆ ତ୍ମ ନି ର୍ଭ ର ଟି ଆତ୍ମବିଶ୍ୱାସର
ଗୁଞ୍ଜନ ପରା ରାଷ୍ଟ୍ରରେ
ସତ୍ୟ ଅହିଂସାର ଭାବ *ଅଙ୍କୁରିତ
ଜନତାଙ୍କ ହୃଦୟରେ !!
ଗୌରବର ଗାଥା.............
ଧାଡିରେ ଶେଷ ବ୍ୟକ୍ତି ପାଉଛି ଲାଭ
କର୍ତ୍ତବ୍ୟର ଶାସନରେ
*ଧର୍ମ ସ ନା ତ ନ ଗୁଞ୍ଜୁଛି ବିଶ୍ବରେ
ଏହୁ ଅମୃତ କାଳରେ !!
ଗୌରବର ଗାଥା.............
ସବୁକ୍ଷେତ୍ର ପରା ଶକ୍ତିଶାଳୀ ଏବେ
ବାନା ଉଡୁଅଛି ସାରା
ଗର୍ବିତ କରୁଛି ଭା ର ତ ବ ର୍ଷ କୁ
ମିଳେଟି ସମ୍ମାନ ପରା !!
ଗୌରବର ଗାଥା..............
ସହର ପରିଟି ଗାଆଁର ସୁବିଧା
ବିଜେପି ପାଟି ଆଣିଲା
ହେଲା ଡିଜିଟାଲ୍ ସମ୍ପୂର୍ଣ୍ଣ ଭାରତ
ଭ୍ରଷ୍ଟାଚରୀରେ କାନ୍ଦିଲା !!
ଗୌରବର ଗାଥା............
କଲା ଏକତ୍ରିତଜନ ସମୂହକୁ
ସେବାତ୍ୟାଗ କର୍ତ୍ତ୍ୟବରେ
ନାହିଁ ଭେଦଭାବ ସୁବିଧା ଦେଲାଟି
*ଶାସନ* ଶକି *ଶୁତ୍ରରେ* !!
ଗୌରବର ଗାଥା..........
ଛଅ ଅପ୍ରେଲ ଟି *ସ୍ଥାପନା ଦିବସ
ପରା ବିଜେପିର ଆଜି
ଉତ୍ସାହ ଆନନ୍ଦେ ପାଳିତ ରାଷ୍ଟ୍ରରେ
ଭଗବା ବସ୍ତ୍ରରେ ସାଜି !!
ଗୌରବର ଗାଥା............
*ଜନସଂଘରୁ* ଟି *ଶୁଭାରମ୍ଭ ଯାର
ବର୍ତ୍ତମାନରେ ବିଜେପି
ସାରାବିଶ୍ବେ ଯାର ପ୍ରଶଂସା ଅପାର
ଗଲା ଜନଜନ ବ୍ୟାପୀ !!
ଗୌରବର ଗାଥା.........
ହାର୍ଦ୍ଦିକଶୁଭେଚ୍ଛା ଅ ଭି ନ ନ୍ଦ ନ ଟି
ଦେଶ ଭାଇ ଭଉଣୀଙ୍କୁ
ଶ୍ରଦ୍ଧାଞ୍ଜଳି ଆମ୍ଭ ପାଟି ପୁରୋଧାଙ୍କୁ
ସ୍ଥାପନା ଦିବସେ ତାଙ୍କୁ !!
ଗୌରବର ଗାଥା............
