ସ୍ପର୍ଶ
ସ୍ପର୍ଶ

1 min

164
ବେଳେବେଳେ ସ୍ପର୍ଶ
ହୋଇଯାଏ ଅଭିଶାପ
ଯୋଉ ଅଭିଶାପର
ମୁକ୍ତି ନ ଥାଏ .........
ତ ଆଉ ସେହି
ସ୍ପର୍ଶ ଶବ୍ଦଟି
ଆଶିର୍ବାଦର
ମୁଖା ପନ୍ଧି
ସଭିଙ୍କୁ ସୁରକ୍ଷା ଦିଏ।
ସେହି ସ୍ପର୍ଶ
ଦେହ ବିଦେହର
ସନ୍ଧାନ କରେ
ଜାଗୃତ କରେ
ସିହରଣ ସୃଷ୍ଟି କରେ
ପୁରକିତ କରେ
ଅଛୁଆଁ ତନୁକୁ ।