Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Romance

3  

Brundabana Pradhan

Romance

ସ୍ପର୍ଶ

ସ୍ପର୍ଶ

1 min
160


ବେଳେବେଳେ ସ୍ପର୍ଶ 

ହୋଇଯାଏ ଅଭିଶାପ

ଯୋଉ ଅଭିଶାପର 

ମୁକ୍ତି ନ ଥାଏ .........

ତ ଆଉ ସେହି

ସ୍ପର୍ଶ ଶବ୍ଦଟି

ଆଶିର୍ବାଦର

ମୁଖା ପନ୍ଧି

ସଭିଙ୍କୁ ସୁରକ୍ଷା ଦିଏ। 

 ସେହି ସ୍ପର୍ଶ 

ଦେହ ବିଦେହର

ସନ୍ଧାନ କରେ

ଜାଗୃତ କରେ 

ସିହରଣ ସୃଷ୍ଟି କରେ

ପୁରକିତ କରେ 

ଅଛୁଆଁ ତନୁକୁ ।



Rate this content
Log in