STORYMIRROR

SUSHREE SANGITA

Romance Others

2  

SUSHREE SANGITA

Romance Others

ସ୍ପର୍ଶ

ସ୍ପର୍ଶ

1 min
143


ବଡ଼ ମାୟାବୀ ଅଟେ 

ଏ ଚୋରବାଲିର ବୟସ,

କେବେ ଅସ୍ଥିର ତ

କେବେ ଉତ୍କଣ୍ଠିତ ଅପେକ୍ଷାରେ

ଏଇ ପ୍ରଥମ ପ୍ରେମର ପ୍ରଥମ ଆରମ୍ଭ

ପ୍ରତୀକ୍ଷାର ଅନ୍ୟନାମ ନେଇ 

କରେ ମନେ ପ୍ରବେଶ।


ପ୍ରଥମ ସ୍ପର୍ଶର

ପ୍ରଥମ ସ୍ନାୟବିକ ଉତ୍ତେଜନା

ହୃଦୟେ ଜାଗ୍ରତ କରେ ଆଶା ଅନେକ,

କହିହୁଏନା କି ସହିହୁଏନା 

ପ୍ରଥମ ସ୍ମୃତି ସବୁ 

ମୃତ୍ୟୁ ଭଳି ଲାଗେ କେଡେ ଶୀତଳ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance