Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SUSHREE SANGITA

Tragedy Others

4  

SUSHREE SANGITA

Tragedy Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
208


କରୋନା ସାଥେ ଆଣିଛି ଟାଣି

ଏ ଅନଲାଇନ୍ ପାଠପଢ଼ା;

ଶିକ୍ଷକଙ୍କ ଚିନ୍ତା ବଢ଼ଇ ଏଠି

ପିଲାଏ ହୁଅନ୍ତି ବାଟବଣା।


ଅନଲାଇନ୍ ପାଠ

ଅଟେ ଭାରି ମଧୁର;

ଏଥିରେ ମିଳେନାହିଁ 

ଗୁରୁଜୀଙ୍କ ବେତ ପାହାର।


ହୋମେୱାର୍କରେ ନାହିଁ 

କାହା ନଜର;

ପାଞ୍ଚ ମାସରେ ଗୋଟିଏ

ଖାତା ସରେନାହିଁ ଏଠି କାହାର।


ଗୁରୁଜୀ ପ୍ରଶ୍ନରେ ଉତ୍ତର ମିଳେ

ନେଟ୍ ୱାର୍କ ପ୍ରୋବ୍ଲେମ୍ ଆଜି;

ସାଙ୍ଗ ସାଥି ମିଶି ଖଟି କରନ୍ତି

ଭିଡିଓ କଲେ ପାଞ୍ଚ ଘଣ୍ଟା ବସି।


ଅନଲାଇନ ପରୀକ୍ଷାରେ 

କମ୍ପ୍ୟୁଟର ପଛେ

ପିତାମାତା କପି ଦିଅନ୍ତି ଉପହାର;

ଗୁରୁଜୀ ନ ଦେଖି ମାର୍କ ଶୁଣାନ୍ତି

ପିଲାଏ କୁହନ୍ତି ରଖିଛି ମୁଁ 

ଶହେରୁ ଅନେଶୁତ ନମ୍ବର।


ମେଧାବୀ ଛାତ୍ରୀ ଅନଲାଇନ୍ ଶିକ୍ଷାରୁ

ପାଆନ୍ତି ଅନେକ ଉପକାର;

ତ୍ରୁଟି ଦେଖି ତ୍ରୁଟି ମାର୍ଜନ କରନ୍ତି

ଗ୍ରହଣ କରି ଉପଯୁକ୍ତ ପ୍ରତିକାର।


ଅନଲାଇନ୍ ଶିକ୍ଷା ଅଟେ ଗୁରୁତ୍ଵ

ଏ କରୋନା ମହାମାରୀ ସମୟେ

ସମୟ ଥାଉ ଥାଉ ଗ୍ରହଣ କରିନିଅ ଶିକ୍ଷା

ଆସୁଛି ଆଗକୁ ତୁମ ପରୀକ୍ଷା ହଜାରେ।


Rate this content
Log in