STORYMIRROR

SUSHREE SANGITA

Drama Tragedy

3  

SUSHREE SANGITA

Drama Tragedy

ସ୍ମୃତି

ସ୍ମୃତି

1 min
195

ତୁମେ ଅଟ ମୋର 

ଦୂର ସୁଦୂରର ନିଷ୍ଠୁର ସାଥି,

ତୁମ ସ୍ମୃତିରେ ହଜିଯାଇଛି ମୁଁ ଏମିତି

ନିଜକୁ ପାଉନି ଆଉ ଖୋଜି।


ମୁହଁରେ ହସ ଫୁଟାଇ 

ହୃଦୟେ ଅହରହ ଜଳୁଅଛି

ତୁମ ସ୍ମୃତିର କଣ୍ଟକିତ ଶରଶଯ୍ୟାରେ

ମୁଁ ପ୍ରତିଦିନ ଶୋଉଅଛି।


ତୁମ କାମନା ଲାଳସାରେ 

ଯଜ୍ଞ ଅଗ୍ନିରେ ଦେହମନ ମୋର ପବିତ୍ରତା ହରାଉଛି,

ତୁମ ସ୍ୱପ୍ନର ମାୟମୃଗ ସାଜି

ଏ ଗହୀର ଜଳରେ ନିଜର ଅସ୍ତିତ୍ଵକୁ ମୁଁ ଖୋଜୁଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama