STORYMIRROR

ଡୁଲେଶ୍ବର କୁମାର ସାହୁ

Fantasy

3  

ଡୁଲେଶ୍ବର କୁମାର ସାହୁ

Fantasy

ସନ୍ତାପିତ ମଣିଷ

ସନ୍ତାପିତ ମଣିଷ

1 min
206

ହାତରେ କିଛି ପାଉଣା ନାହିଁ

ବାଟ ଚାଲିବାକୁ

ଚିରା କନାକୁ ଯୁଗ ଯୁଗ ଧରି

ଆଜି ପର୍ଯ୍ୟନ୍ତ

ବାଟ ଚାଲୁଛି ଯେ ଚାଲୁଛି

ଅସହାୟ ସନ୍ତାପିତ ମଣିଷ

ତା ମ୍ମାନ, ସମ୍ମାନ ନଥିଲା ଭଳି

କିଏବା ପଚାରେ,କିଏବା ନଜର୍ ପକାଏ ।।


ତା ପାଖେ ଥାଏ

ଗୋଟେ ଛୋଟିଆ ଛପର ଘର ଟିଏ

ବେଶ୍ ଖାଲି ନିଶ୍ଵାସ ଆସିବାକୁ

ପ୍ରଶ୍ଵାସ ଜୀବାକୁ 

ତାର କିଛି ବି ଅଭିଳାଷ ନଥାଏ ।।


ସରକାରଙ୍କ ସମ୍ପତ୍ତି ଉପରେ

ତା ଜୀବନରେ ଆଲୁଅ କଣ ଜାଣିନି

ଜାଣିଛି ଅନ୍ଧାର କଣ ଯେ

କେମିତି ଦିସେ, କେତେବେଳେ ଦିସେ ।।


ତା କଥାକୁ ଯମା ବିଶ୍ବାସ କରନ୍ତି ନି

ସେ ସତ ସତିଆ ଥିଲେ ମଧ୍ୟ

ଏବେବି ଗ୍ୟାସ୍ ନୁହେଁ ବରଂ

ଜଙ୍ଗଲ କାଟି ନିଆଁ ଲଗାଇ

ଖାଉଛନ୍ତି ଦଣ୍ଡେ ଭାତ ।।


ଖାଇବାକୁ ଠିକ୍ ଭାବରେ ପଇସା ନଥାଏ

ପାଠ କଣ ପଢିବ ଯେ ଟିପ୍ପଣୀ ଚିହ୍ନ ଦେଇ

ଚାଲନ୍ତି ଆମରି ଦେବଦାସ୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy