STORYMIRROR

ଡୁଲେଶ୍ବର କୁମାର ସାହୁ

Horror Romance Action

3  

ଡୁଲେଶ୍ବର କୁମାର ସାହୁ

Horror Romance Action

ଜନ୍ମଦିନ

ଜନ୍ମଦିନ

1 min
168


ଫେରିଆସନ୍ତା କି ସେ ଚିହ୍ନା ଅତୀତବର୍ତ୍ତମାନ ରୂପ ଧରି ତମ ସାଙ୍ଗେ କାଟିଥିବା ମୁହୂର୍ତ୍ତକୁଏବେବି ହୁଏ ମୁଁ ଝୁରି ।

ପିଲାଦିନ କଥା ଆଜି ମନେପଡେମନେପଡେ ସବୁ ଖେଳ ତା' ସାଥୀରେ ରାଗ,ରୁଷା,ଅଭିମାନପିଟାପିଟି ମାଡଗୋଳ ।

ଏ ସକାଳର ସୂର୍ଯ୍ୟ ପରିଆହୁରି ନିର୍ମଳ ରହୁ ତୁମ ମନହସ, ଖୁସି ରେ ବିତୁ ତୁମରି ପ୍ରତ୍ୟେକ ଦିନ ll


କିଛିବି ନାହିଁ ମୋ ହାତେକଣ ଦେବି ବୋଳି ଭାବୁଛିଜଳ, ଜଙ୍ଗଲ ,କି ଆକାଶର ଚାନ୍ଦପାଞ୍ଚ ପଇସିଆ ଲଲୀପପ୍ ll

ତମ ଜୀବନଟା ସୁଖ, ଶାନ୍ତି,ଆନନ୍ଦରେନାଆନନ୍ଦରେନାଚିଉଠୁ, ଖେଳିଉଠୁଚଳା ପଥ କୁସୁମିତ ରହୁଏହାହିଁ ମୋର ଇଶ୍ଵର ପାଖେ ପ୍ରାର୍ଥନା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror