ଗୁରୁ ବନ୍ଦନା
ଗୁରୁ ବନ୍ଦନା
ଗୁରୁ ହେ............ ଗୁରୁ ହେ .........
ତୁମ ଆଶିଷରେ ମୁହିଁ - ଦେଖିଲି ବାଟ
ତୁମ ବିଦ୍ୟାବଳେ ମୁହିଁ - କରୁଛି ନାଟ
ସରଣ ଯାଉଛି ଘେନ ହେ ଇଶ୍ଵର....l
ଗୁରୁ ହେ .......... ଗୁରୁ ହେ .........
ଫୁଲ ଫୁଟି ଅଛି ବନେସାଜି ସୁନାର
ତୁମ ଶକ୍ତି ତୁମ ଭକ୍ତି ଦିଅ ଇଶ୍ଵର......
ତୁମ ଆଶିର୍ବାଦେ ମୂର୍ଖ - ହୁଏ ପଣ୍ଡିତ
ତୁମେ ବ୍ରାହ୍ମା , ତୁମେ ବିଷ୍ଣୁ , ମହେଶ୍ୱର l
ଗୁରୁ ହେ........... ଗୁରୁ ହେ............
ତୁମେ ସର୍ବ ତୁମେ ଶକ୍ତି ଅଗତିର ଗତି
ତୁମ ବିନା ଏ ଦୁନିଆ ନାହିଁ ଅନ୍ୟଗତି
ତୁମେ ଜ୍ଞାନର ଭଣ୍ଡାର ଜ୍ଞାନର ସାଗର
ତୁମପାଦ ପଦ୍ମ ତଲେକୋଟି ନମସ୍କାର
ଗୁରୁ ହେ............. ଗୁରୁ ହେ..........ll
