Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Abstract Classics Inspirational

3  

RATIKANTA NAYAK

Abstract Classics Inspirational

ସଂସାର ବାଟରେ.........

ସଂସାର ବାଟରେ.........

1 min
171


କରୁଣା କର ବାରେ ପ୍ରଭୂ ଚୋକାଡୋଳା

ବଡ଼ଦେଉଳରେ ରହୀ ଦେଖୁଅଛ,

ପ୍ରଭୁ ଏ ସଂସାର ର ଲୀଳା !

ଆହେ ଲୀଳା ମୟ ତମେ ଜଗତ ଠାକୁର

କର୍ମ କୁ ଆଦରି ନେଇଛି ପ୍ରଭୁ ହେ,

ତମ ହାତରେ ବିଚାର !

ଅପ କର୍ମ କରିଥିଲେ ଦବ ମୋତେ ଶାସ୍ତି

କର୍ମ ଠିକ୍ ଥିଲେ ପ୍ରଭୂ , ଦେବ ଏ ଅଭାବ ସଂସାର ରୁ ମୁକ୍ତି !

ବୁଝି ନାହିଁ ଭଲ ମନ୍ଦ ଏ ଅଭାବୀ ସଂସାରେ

ପେଟ କୁ ଦାନା ଆଉ ପିନ୍ଧିବାକୁ କନା ଖଣ୍ଡେ ,

ଲେଖିଛ ମୋ ଭାଗ୍ୟରେ ! 

ଚାଲୁ ଚାଲୁ କେବେ ଯଦି ଥକି ଯାଏ ଏ ସଂସାର ବାଟରେ

ହାତ ଛାଡ଼ିବନି ପ୍ରଭୁ , ରଖିଥିବ ସଦା

ଏ ହତଭାଗା କୁ ତମ ପଖାରେ !

ହଜାରେ ପରୀକ୍ଷା ଆସୁ ମୋ ଜୀବନ ରାସ୍ତାରେ

ତୁମ ନାମ ଗାଉଥିବି ପ୍ରଭୂ , ସଞ୍ଜ ସକାଳେ ନିଶ୍ଚଳେ !

ଶେଷ ବେଳେ ଲେଖୁ ଅଛି ମୋ କଲମ ମୁନିରେ

ଏ ସଂସାର କୁ ଆଣିଛ ମୋତେ ପ୍ରଭୂ ,

ମୁଁ ରୁଣି ତୁମରୀଠାରେ !



Rate this content
Log in

Similar oriya poem from Abstract