Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Classics Others

3  

RATIKANTA NAYAK

Classics Others

ଶୀତଦିନ ପାଇଁ ପଦେ

ଶୀତଦିନ ପାଇଁ ପଦେ

1 min
115


ବରଷରେ ବାର ମାସ ତେର ପରବ ଆସଇ

ଶୀତ ବରଷା ଖରା ସବୁ ଏଠି ରହିଚି ଅନାଇ !!

କାସଚଣ୍ଡି ଫୁଲ ଫୁଟି ଶିତକୁ କରେ ଆମନ୍ତ୍ରଣ

ଗଛ ସବୁ ପତ୍ର ଝଡା ଦେଈ କରେ ଶୀତ କୁ ବିଦାୟ

କୁହଡ଼ି କାକର ଘେନି ହେଲେ ଉଭା ଶୀତ ରାଣୀ 

ପର୍ବତ କାନନ ସବୁ ଶୀତଳ ହୋଇଲା ଯେ ପୁଣି !!

ରାତିର ଶୀତଳ କରେ ସଭିଙ୍କୁ ବ୍ୟଥିତ

ଦିନମଣି ଅପେକ୍ଷାର ଏ ସକଳ ଜଗତ!!

ଶୀତ ଅଧିବେଶନର ହୁଏ ଅନେକ ପରବ

ବଣଭୋଜୀ ସାଥେ ପୁଣି ନାନା ଫୁଲର ମହକ !!

ସବୁଜ ଧରଣି ଆମ ଗାଁ ରୁ ସହର

ଶୀତ ପାଇଁ ଖୋଜା ପଡେ ଜାକେଟ କମଳ !!

ଚାହା ସାଥେ ଗରମ କିଛି ଖାଇବାର ମଜା

ମନକୁ ଆକୁଳ କରେ ପଡ଼େ କଅଁଳ ଖରା କୁ ଖୋଜା !!



Rate this content
Log in

Similar oriya poem from Classics