STORYMIRROR

Nirupama Tarai

Romance Inspirational

4  

Nirupama Tarai

Romance Inspirational

ସଂଜୀତା

ସଂଜୀତା

1 min
229

ସଂଜ ସକାଳ ର ଶୁଭ ଅବସରେ,

ଆଲୋକ ପ୍ରଦୀପ ଉଜ୍ବଳ ତାରକାା

ନାରୀ ରୂପେ ତୁୁୁମେ ସୁୁନ୍ଦର ତରୁୁୁଣୀ

ରୂପ ର କଳ୍ପନା ବର୍ଣ୍ଣନା ନାହିଁ।


ସାଗର ଗର୍ଭରେ ମୋତି ମୁକ୍ତା ତୁମେ

ନୀରବ ନିଶ୍ଚଳ ସୁଦୀର୍ଘ ହୋଇ,

ବିଶାଳକାୟ ତିମିର ମଧ୍ୟରେ ,

ତାରକା , ଚନ୍ଦ୍ରର ଆଲୋକ ନେଇ।


ଆଖିରେ ତୁମର ଅସୁମାରୀ ସ୍ବପ୍ନ

ପୂର୍ଣ୍ଣ କରିବାକୁ ସମୟ ନାହିଁ।

ହସରୁ ତୁମର ଝରିପଡେ ମଧୁ

ରାଗିଗଲେ ଜଳ କୋଇଲା ହୋଇ,



ପାଦ ର କୋମଳ ସ୍ପର୍ଶରେ ତୁମର

ସାଗର କୂଳକୁ ଆସୁଛି ଛୁୁଇଁ।

ଅପରୂପ ତୁମ କଳ୍ପନା ନାହିଁ,

ନାରୀ ରୂପେ ତୁମେ ମମତା ମୟୀ।



ଗାଲରେ ତୁମର ଛୋଟ କଳାଜାଇ

ସୁନ୍ଦର ରୂପ ରେ ଆକର୍ଷଣ କରି

ଚାଞ୍ଚଲ୍ୟ ସମୟ ସୃଷ୍ଟି କରଇ,

ସୁନ୍ଦର ସୃଷ୍ଟି ର ଅବଦାନ ତୁୁୁମେ

ଅବଦାନ ତୁୁୁମ ତୁଳନା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance