Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Romance Tragedy Fantasy

3  

Ranjit Sahu

Romance Tragedy Fantasy

ସ୍ମୃତି-7

ସ୍ମୃତି-7

1 min
264



କେତେ ଦିନ ସତେ ନିର୍ଜୀବ ରୂପରେ,

ପଥର ସାଜିକି ରହିବ କେହି?

ଅଭିମାନେ ହେଉ ଅବା ଆନମନା,

ପ୍ରେମର ନିଆଁକୁ ରୋକିନି କେହି !

  

ସାଇତି ସ୍ମୃତିରେ ଅତୀତର ପ୍ରେମ,

ଢଳିବାକୁ ଦିଅ ବିରହ ରାତି,

ରହେ ନାହିଁ ସଦା ମୌନତାର ବେଳ,

ଭରିବ ହୃଦେ କାମନାର ତାତି I 


ତରଳିବ ଦିନେ ଶୀତଳ ତୁଷାର,

ପଲ୍ଲବ ହେବ ପୁଣି ପୁଲକିତ,

ବିତିବାକୁ ଦିଅ ବରଫର ଋତୁ,

ବସନ୍ତେ ହେବ ପ୍ରୀତି ବିକଶିତ !


Rate this content
Log in

Similar oriya poem from Romance