STORYMIRROR

Ranjit Sahu

Romance Fantasy

4  

Ranjit Sahu

Romance Fantasy

ସ୍ମୃତି-6

ସ୍ମୃତି-6

1 min
243

ସ୍ଵପ୍ନ ହେଉ ଅବା ଦୁଃସ୍ଵପ୍ନଟେ ହେଉ,

ତୁମ ରୂପ ଭାସେ କ୍ଲାନ୍ତ ନୟନେ,

ଅସହାୟ ହୁଏ ବିରହ ପ୍ରହରେ,

 ବିନିଦ୍ର ନିଶିର ସ୍ମୃତି ଗହନେ I 


ବିନା ଆହୁଲାର ନାଆ ସାଜେ ମୁଁହି,

ବିଦାରି ଭାସେ ସ୍ମୃତି ସାଗରରେ I 

ଅସରନ୍ତି ରାତି କାଟେ ତୁମ ବିନା,

ସ୍ୱନିର୍ମିତ ଏକ କାରାଗାରରେ I 


Rate this content
Log in

Similar oriya poem from Romance