STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ସମ୍ପର୍କ

ସମ୍ପର୍କ

1 min
5

ମୁଁ ଚାହେଁ ବାନ୍ଧିବାକୁ ସମ୍ପର୍କ ର ସେତୁ 
ବିଶ୍ୱାସ ର ବଗିଚା ରେ ଫୁଟେ ଯେବେ 
ଗୋଲାପ, ସେହି ବାସ୍ନା ରେ ମୁଁ ମହକେ 
ବୁଝିବାକୁ ଜୀଵନ ର ମହକ 
ସ୍ମୃତିର ବଗିଚାରେ ଫୁଟେ ଯେବେ ପଦ୍ମ 
ସେତିକିବେଳେ ମୋ ଚେତନାରେ 
ପଦ୍ମ ଫୁଟେ, ଆଉ ମୁଁ ବିକଶିତ ହୁଏ ସିନା 
ପ୍ରଜ୍ବଳିତ ମନଟା ପ୍ରଶମିତ ହୁଏନା 
ମୁଁ ଆସେ ମଶାଲଧରି, ବହ୍ନି ଜଳେ 
ବିପ୍ଳବ ର ସ୍ୱାର୍ଥ କୁ ଆହୁତି ଦିଅ 
କି ସମ୍ପର୍କ ର ସେତୁ..............


Rate this content
Log in

Similar oriya poem from Abstract