STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
8

ଇଏ ନୁହେଁ ଆୟୁଷର ପୀୟୂଷ 
ବୟସ ର ଅୟସ, ବନ୍ଧୁର ଜୀଵନ ର 
ସରଳ ରେଖାଟିଏ ମୁଁ, ଜୀଵନ ଯାତନା ର 
ନୁହେଁ, ଶବ୍ଦର କୋଣାର୍କ ର ସୁଗମ 
ପଥଟିଏ ମୁଁ, ଅଙ୍କାବଙ୍କା ନଈ ଯଦି 
ହୁଏ ଜୀବନଟା, ସେ ପୁଣି ପ୍ରଗଲଭା 
ବହିଯାଏ କଳକଳ, ସାଗର ଦେହରେ 
ମିଶିବା ପାଇଁ, ଏଇତ ଜୀଵନ 
ଖାଲି ଖୋଜିଥାଏ ଅହରହ 
ତାର ଲକ୍ଷ୍ୟସ୍ଥଳୀ.........


Rate this content
Log in

Similar oriya poem from Abstract