ଈଶ୍ୱର
ଈଶ୍ୱର
ରାତ୍ରିର ମଧ୍ୟମ ପ୍ରହରରେ ସ୍ୱପ୍ନର ବଗିଚାରେ
ମୁଁ ଯେବେ, ଫୁଲତୋଳେ ପୂଜାପାଇଁ ପୂଜାଫୁଲ
ଅନ୍ତରର ମନ୍ଦିରରେ ମୁଁ ଯେବେ ପୂଜାକରେ
ମୋ ଆରାଧ୍ୟଙ୍କୁ, ପଦ୍ମ ଏବେ ଚିନ୍ତାରେ
ପ୍ରସ୍ଫୁଟନ ହୁଏ ଚେତନା ରେ
ଈଶ୍ୱର ହୁଅନ୍ତି ସବୁଠି, ସବୁରି
ଅଭ୍ୟନ୍ତର ରେ ସେତିକିବେଳେ
ସବୁ ଏକାକାର ଲାଗେ
ଚିନ୍ତା, ଚେତନା, ମନ ମୁନ
ଚୈତନ୍ୟ, ଭାଷା ସ୍ବପ୍ନ
ହୃଦୟ.................
