ଜ୍ୱଳନ
ଜ୍ୱଳନ
ସ୍ବପ୍ନ ଦେଖେ ଏବେ ଜିଁବାକୁ
ଢଙ୍ଗର ଜୀଵନ, ନୂଆ ଢଙ୍ଗର ଜୀଵନ
ଏବେ କିନ୍ତୁ ଅନ୍ତରଦହନ ହୁଏ
ମନ ଶରୀର ସବୁ ଜଳେ
ସେହି ଜ୍ୱଳନ ରୁ ଆଲୋକ
ଯେବେ ବିଛୁରଣ ଯେବେ ହୁଏ
ସେହି ଆଲୁଅ ରେ ମୁଁ ବାଟ ଚାଲେ
ସେହି ଆଲୁଅ ରେ ମୁଁ ଉଦ୍ଭାସିତ ହୁଏ
ରଙ୍ଗୀନ ହୁଏ, ପୁଣି ସ୍ୱପ୍ନର ସେ ରଙ୍ଗୀନ
ଦୁନିଆ ରେ ଯେମିତି ଭଟକି ନଯାଏ
ସେଥିପାଇଁ ସଜାଗ ରହେ..............
