STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମାର୍ଗ

ମାର୍ଗ

1 min
7

ମନଟା ଯେବେ ଅବୁଝା ହୁଏ 
ବୁଝିଲାପରେ ସବୁକିଛି 
ମନଟା ଯେବେ ଅଟକେନା 
ଭଟକେ...
ଜୀଵନ ଏକ ବାଟଟିଏ ଚାଲିବାକୁ 
ପାଉଁଶ ତଳର, ପୋଡାଜଳା 
ସ୍ମୃତିକଥା, କାହିଁକି ମନେପଡେ 
ସ୍ମୃତି ସବୁ ସିନା କବରି ହୁଏ 
ପାଉଁଶ ତଳୁ ଯେବେ ଉଦ୍ଧାର 
କରିହୁଏନା ସ୍ମୃତି 
ଆତ୍ମାଟା ସିନା ଅଶାନ୍ତ ହୁଏ 
ଶାନ୍ତିର କାମନା ରେ ତଡପୁ ଥାଏ 
ସେ ପୁଣି ରାସ୍ତା ଖୋଜେ 
ଜିଁବାର ଅନ୍ୱେଷଣ କରେ 
ନୂଆ ମାର୍ଗର............


Rate this content
Log in

Similar oriya poem from Abstract