STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଚିତ୍ର

ଚିତ୍ର

1 min
4

ଚିତ୍ର ଏବେ ଆଙ୍କେ, ମୁଁ କିନ୍ତୁ 
ଚିତ୍ରକର ନୁହେଁ, କାହିଁକିଯେ 
ଚିତ୍ରକର ବନେ, କେବେ ଆଙ୍କେ 
ହୃଦୟ ପୃଷ୍ଠାରେ, କେବେ ପୁଣି 
ତୂଳୀ ରଙ୍ଗ ନିଏ, ମୁଁ ଯେବେ 
ବାଟବଣା ହୁଏ, କେଉଁ ଏକ 
ଅଜଣା ସହରରେ, ପୁଣି 
ଦିଗନ୍ତ ଖୋଜେ, ମନଟା 
ଅଟକେନା ଖାଲି ଭଟକେ 
ମନଟା ଋତୁ ଭଳି ବଦଳେ 
ସେହି ପରିବର୍ତ୍ତନ ସହିତ 
ମୁଁ ଖପାଖୁଆଏ, କାହିଁକି 
ନା ମୁଁ ଵୁଝିଛି ପରିବର୍ତନ 
ପ୍ରକୃତି ର ନିୟମ...... 


Rate this content
Log in

Similar oriya poem from Inspirational