STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମନ

ମନ

1 min
6

ମନକୁ କେବେ ତଉଲିହୁଏନା ନିକିତିରେ 
ମନର କେବେ ସୀମା ନଥାଏ, ମନର 
କେବେ ମାପର ଏକକ ନଥାଏ 
ସେ ସୀମାହୀନ ଭଟକୁଥାଏ 
ହେଲେ ଅଟକେନା, ମନ ଯଦି 
ଚନ୍ଦନବନ ହୁଏ ମୁଁ ମହକେ 
ମନ ଯଦି ଉଦ୍ୟାନ ହୁଏ ମୁଁ 
ଫୁଲ ତୋଳେ, ପୂଜାପାଇଁ 
ମନ ଯଦି ଅରଣ୍ୟ ହୁଏ 
ମୁଁ ଭଟକେ, ମନ ଯଦି 
ମନ୍ଦିର ହୁଏ ମୁଁ ପୁଜାରିଣୀ ହୁଏ........


Rate this content
Log in

Similar oriya poem from Inspirational