STORYMIRROR

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ଘର

ଘର

1 min
5

ମୁଁ ଯେବେ ବଦ୍ଧପରିକର ହୁଏ
ଜିଁବାକୁ ନୂଆ ଢଙ୍ଗର ଜୀଵନ
ମୁଁ ଯେବେ ପ୍ରତିଜ୍ଞାବଦ୍ଧ ହୁଏ
ଅଟଳ ହୁଏ ପ୍ରତିଜ୍ଞାରେ
ଗଢିବାକୁ ସୁନ୍ଦର ଘର
ମନ୍ଦିର ପରି ଘର
କେଉଁଠି ନା କେଉଁଠି
ଅଟକିଯାଏ, ଏ ଘର ନୁହେଁ
ସ୍ୱପ୍ନର, ଘର ମୋର ବାସ୍ତବ
ଘର, ଉଦ୍ୟାନ ନୁହେଁ
ସ୍ବପ୍ନର ଉଦ୍ୟାନ, ବାସ୍ତବ
ଉଦ୍ୟାନ, ପୂଜା ନୁହେଁ
ମଧ୍ୟ ରାତ୍ରିର, ବାସ୍ତବ ପୂଜା
ଜିଁବାକୁ ଢଙ୍ଗର ଜୀଵନ.................


Rate this content
Log in

Similar oriya poem from Inspirational