STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ସମ୍ପର୍କ

ସମ୍ପର୍କ

1 min
25


ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ...

ବଞ୍ଚି ରୁହେ ବ୍ୟବହାରରୁ...

ଅନୁଭବ ହୁଏ ଯତ୍ନରୁ...

ଅନୁଭୂତି ରୁହେ ହୃଦୟରୁ...

ଫିକା ପଡ଼ିଯାଏ ଅବହେଳାରୁ...


ଆଉ ଶେଷରେ..


ଭାଙ୍ଗିଯାଏ ଛୋଟିଆ ଭୁଲ ବୁଝାମଣାରୁ...

#ଏଇବୋଧେପ୍ରେମ



Rate this content
Log in

Similar oriya poem from Romance