STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ତା ସହ ପ୍ରେମ

ତା ସହ ପ୍ରେମ

1 min
122


ମନେ ମନେ ଏକାକୀ ବସି

ତା କଥା ମନେ ପକାଇ

ମନେ ମନେ

ମନ୍ଦ ମନ୍ଦ ହସ

ହେଉଛି ପ୍ରେମ


ବର୍ଷାରେ ଥଣ୍ଡା ଚା

ତା ହାତ ସ୍ପର୍ଶରେ ଲାଗିବା ଗରମ

ହେଉଛି ପ୍ରେମ..


ସେ ଖାଲି କଜଳ ନାଇ

କଳା ରଙ୍ଗର ଶାଢ଼ି ପିନ୍ଧି

ଟିକେ ବେକ ମୋଡ଼ି ମୋତେ ପଚାରିଲା

କେମିତି ଲାଗୁଛି?

ମୁଁ କହିଲି କାହା ନଜର ନଲାଗୁ

ମୋ ପ୍ରିୟାକୁ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance