STORYMIRROR

shaikh mozahid mahatab

Abstract Others

3  

shaikh mozahid mahatab

Abstract Others

କିଛି କଥା

କିଛି କଥା

1 min
140

କିଛି ଅଛି କି...ଚିରସ୍ଥାୟୀ ??

ଯେଉଁଠି...

ଛାଇ ଲୁଚିଯାଏ,

ଅନ୍ଧକାରର ଭିଡରେ...


ନିଶ୍ୱାସ ଉଡ଼ିଯାଏ,

ପବନର ମୋଡରେ...

ଆତ୍ମା ଛାଡିଯାଏ,

ମୋକ୍ଷର ଆଢୁଆଳରେ..


ତଥାପି ଜିଁବାର ଦୁର୍ବାର ପ୍ରଚେଷ୍ଟା

ଅହରହ ସଂଘର୍ଷ କରିଚାଲିଛି ଏ,

ନିର୍ବୋଧ ମଣିଷ...


ଆଉ ସିଏ ତ ଥିଲା ଆଉ ଗୋଟେ ଶରୀର...

ଛାଡି ଚାଲିଗଲା ତା ନିଜ ସ୍ୱାର୍ଥରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract